ନୂଆଦିଲ୍ଲୀ,୧୨/୦୫: ପଶ୍ଚିମବଙ୍ଗ ସରକାର ଅଭିଷେକ ବାନାର୍ଜୀଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅନୁଯାୟୀ…
Category: National
ବର୍ଷେ ଯାଏଁ କିଣନି ସୁନା, ଏପରି ଅପିଲ କାହିଁକି କଲେ ପ୍ରଧାନମନ୍ତ୍ରୀ ମୋଦି?
ଭୁବନେଶ୍ୱର,୧୧/୦୫: ବୈଦେଶିକ ମୁଦ୍ରା ସଞ୍ଚୟ ପାଇଁ ସୁନା, ଇନ୍ଧନ, ଖାଇବା ତେଲ, ସାର ଓ ବିଦେଶ ଯାତ୍ରା ଆଦି ବାବଦରେ ଖର୍ଚ୍ଚ…
ହିମାଚଳ ପ୍ରଦେଶର ଚମ୍ବାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ
ନୂଆଦିଲ୍ଲୀ,୧୧/୦୫: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ଇନୋଭା ଗାଡ଼ି ଭାରସାମ୍ୟ ହରାଇ…
ସୋମନାଥ ଅମୃତପର୍ବ-୨୦୨୬, କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ଭାରତୀୟ ବାୟୁସେନାର ଭବ୍ୟ ‘ଏୟାର ସୋ’
ନୂଆଦିଲ୍ଲୀ: ସୋମନାଥ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟରେ ‘ସୋମନାଥ ଅମୃତପର୍ବ-୨୦୨୬’ ମହାସମାରୋହରେ ପାଳିତ ହେଉଛି । ଏହି…
ଲେବାନନରେ ପ୍ରବଳ ବୋମା ମାଡ଼ , ୫୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୧/୦୫: ଲେବାନନ୍ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା…
ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରତିଶ୍ରୁତି ପୁରଣ ଦିଗରେ ବିଜୟ
ନୂଆଦିଲ୍ଲୀ,୧୦/୦୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ପଦଭାର ଗ୍ରହଣ କରିବା ସହିତ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୁରଣ ଦିଗରେ କାମ…
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଥଲାପତି ବିଜୟ
ନୂଆଦିଲ୍ଲୀ,୧୦/୦୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଥଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ…
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
ନୂଆଦିଲ୍ଲୀ,୦୯/୦୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । କୋଲକାତାର ବିଗ୍ରେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ…
ସିବିଆଇ ପଞ୍ଝାରେ କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀ
ନୂଆଦିଲ୍ଲୀ, ୦୯/୦୫: ସିବିଆଇ ପଞ୍ଝାରେ କେନ୍ଦ୍ରୀୟ ଜିଏସ୍ଟି ଅଧିକାରୀ। ଜିଏସ୍ଟି ସୁପରିଟେଣ୍ଡେଣ୍ଟ ଟେକ୍ନିକାଲ ଓମ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ। ୫୦…
ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୦୮/୦୫: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଗତ ୫ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ଏବଂ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା,…