ଓଡ଼ିଆଙ୍କ ହକ ପାଇଁ ଲଢିବ ଓଡ଼ିଆ ଜନତା କଂଗ୍ରେସ : ମହମ୍ମଦ ମୋକିମ

ଭୁବନେଶ୍ୱର,୧୫/୦୪: ଓଡ଼ିଶାରେ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳ ଗଠନ ହୋଇଛି। ନୂଆ ଦଳ ଗଠନ ସହ ବଡ ବୟାନ…

ଦୀର୍ଘ ୨୦ ବର୍ଷ ପରେ ନୀତିଶ ଯୁଗ ସମାପ୍ତ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାବିନେଟ୍ ଭଙ୍ଗ କଲେ ବିହାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୦୪: ଦୀର୍ଘ ୨୦ ବର୍ଷ ଧରି ବିହାର ଚାଲିଥିବା ନୀତିଶ ଯୁଗର ସମାପ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ…

ମାନସ ମଙ୍ଗରାଜ ଓ ସୁଲତାଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କେଉଁ ପଦବୀରେ ରହିଲେ ?

ନୂଆଦିଲ୍ଲୀ,୧୩/୦୪: ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ। ସୁଲତା ଦେଓଙ୍କୁ ମିଳିଲା ସଂସଦୀୟ ଦଳ…

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର 

ନୂଆଦିଲ୍ଲୀ,୧୦/୦୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର  ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ତାଙ୍କ ପ୍ରକୋଷ୍ଠରେ…

ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ; ମତ ସାବ୍ୟସ୍ତ କରୁଛନ୍ତି ଜନତା

ନୂଆଦିଲ୍ଲୀ,୦୯/୦୪: ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ । ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତ…

ସରିଲା ପ୍ରଚାର, କାଲି ତିନି ରାଜ୍ୟରେ ପଡ଼ିବ ଭୋଟ

ନୂଆଦିଲ୍ଲୀ: ସରିଲା ପ୍ରଚାର । ଆସନ୍ତାକାଲି ତିନି ରାଜ୍ୟରେ ପଡ଼ିବ ଭୋଟ । କାଲି ଆସାମ, କେରଳ, ପୁଡୁଚେରୀରେ ଭୋଟ ଗ୍ରହଣ…

ବାରାମତି ଉପନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଜିତିବାକୁ କଂଗ୍ରେସର ସମର୍ଥନ ଲୋଡ଼ିଲେ ସୁନେତ୍ରା ପାୱାର

ନୂଆଦିଲ୍ଲୀ,୦୫-୦୪: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ଅଧ୍ୟକ୍ଷା ସୁନେତ୍ରା ପାୱାର ବାରାମତି ଉପନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଜିତିବାକୁ କଂଗ୍ରେସର ସମର୍ଥନ ଲୋଡ଼ିଛନ୍ତି। କଂଗ୍ରେସ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୦୪/୦୪: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ଦଳ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।…

ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ, ବିଜେପି ପକ୍ଷରୁ ୨୭ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର, ୦୩/୦୪: ତାମିଲନାଡ଼ୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୨୭ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି…

ରାଘବ ଚଢାଙ୍କୁ ଟାର୍ଗେଟ କରି ଏପରି କହିଲେ ଅନୁରାଗ ଢାଣ୍ଡା

ଭୁବନେଶ୍ୱର,୦୩/୦୪: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସାମ୍ପ୍ରତିକ ବୟାନ ଓ ଭିଡିଓକୁ ନେଇ ଦଳ ମଧ୍ୟରେ ଥିବା…