ପ୍ରକାଶ ପାଇଲା ଓସିଏସ୍ ପରୀକ୍ଷା ଫଳ, ୨୦୦ ଜଣ ପରୀକ୍ଷାର୍ଥୀ କୃତ୍ତକାର୍ଯ୍ୟ

ଭୁବନେଶ୍ୱର,୨୬/୦୫: ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ବା ଓସିଏସ୍ ପରୀକ୍ଷା ଫଳ । ୨୦୨୪-୨୫ ଶିକ୍ଷାବର୍ଷରେ ହୋଇଥିବା ପରୀକ୍ଷାର ଆଜି ଫଳ ପ୍ରକାଶ ପାଇଛି । ଏଥିରେ ବୁବୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶୋଭନ ମହାନ୍ତି, ତୃତୀୟ ସ୍ଥାନରେ ଜୀତମିତ୍ର ସାହୁ, ଚତୁର୍ଥ ସ୍ଥାନରେ କନକ ଜୈନ, ପଞ୍ଚମ ସ୍ଥାନରେ ସଂଗ୍ରାମ ପ୍ରଧାନ, ଷଷ୍ଠ ସ୍ଥାନରେ ଅମନ୍ ଗୋୟଲ, ସପ୍ତମ ସ୍ଥାନରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମ ସ୍ଥାନରେ ନିତେଶ କୁମାର ବାରିକ, ନବମ ସ୍ଥାନରେ ଶୀତଲ ପାତ୍ର ଓ ଦଶମ ସ୍ଥାନରେ ରହିଛନ୍ତି ଇତିଶ୍ରୀ ଜେନା । ଏହି ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତ୍ତକାର୍ଯ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *