ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା: କମିବ ତାପମାତ୍ରା, ବଢିବ ଶୀତ

ଭୁବନେଶ୍ୱର,୭/୧୨: ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।…

ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪

ଭୁବନେଶ୍ୱର,୬/୧୨: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ । ପରୀକ୍ଷା ଗଫଲତି ରୋକିବାକୁ ରାଜ୍ୟ ସରକାର ଏହି…

ମୟୂରଭଞ୍ଜରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଉପରବେଡା ଗାଁ ସ୍କୁଲରେ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଭୁବନେଶ୍ୱର,୬/୧୨: ମୟୂରଭଞ୍ଜରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ପହଞ୍ଚି ଉପରବେଡା ଗାଁ ସ୍କୁଲରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ,୬/୧୨: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍ । ଆରବିଆଇ…

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF

ଭୁବନେଶ୍ୱର,୬/୧୨: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ…

ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କଲେ ରାଷ୍ଟ୍ରପତି, ଜାଣନ୍ତୁ କଣ ରହିଛି ସୁବିଧା

ଭୁବନେଶ୍ୱର, ୫/୧୨: ନ୍ୟାୟିକ ପରିସର ବା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅତ୍ୟାଧୁନିକ…

ଇସ୍ରୋର PSLV-C59 ମହାକାଶଯାନରୁ ପ୍ରୋବା-୩ ମିଶନର ସଫଳ ଉତକ୍ଷେପଣ

ଭୁବନେଶ୍ୱର,୫/୧୨: ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ‘ପ୍ରୋବା -୩’ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪…

ଆଳୁ ଦରକୁ ନେଇ ଏପରି କିଛି କହିଲେ ଯୋଗାଣ ମନ୍ତ୍ରୀ, ଜାଣିଶୁଣି ‘ଆଳୁର ଅଭାବ ସୃଷ୍ଟି ହୋଇଥିଲା’

ଭୁବନେଶ୍ୱର,୫/୧୨: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସାଂଘାତିକ ବୟାନ । କହିଲେ ସରକାରଙ୍କୁ ବଦନାମ କରିବାକୁ ରାଜ୍ୟରେ…

ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ୱର, ବିଶ୍ୱ ବଳୟରେ ଓଡ଼ିଶାର ୫ଟି ସହର

ଭୁବନେଶ୍ୱର,୫/୧୨: ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ୱର । ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ପହଞ୍ଚିଛି। ଯେଉଁଥିରେ…

ଚଳିତ ମାସ ୨୫ରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର,୪/୧୨: ଚଳିତ ମାସ ୨୫ରେ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ । ଚତୁର୍ଥ ପର୍ଯ୍ୟାୟ…