ପୁରୀ ଶ୍ରୀମନ୍ଦିରରେ ପରିଚାଳନା କମିଟିର ବୈଠକ ଶେଷ, ଖୁବଶୀଘ୍ର ଲାଗୁ ହେବ ଧାଡି ଦର୍ଶନ ବ୍ୟବସ୍ଥା

ପୁରୀ,୦୩/୦୯: ପୁରୀ ଶ୍ରୀମନ୍ଦିରରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ନାଟମଣ୍ଡପରେ ଧାଡି ଦର୍ଶନ ପ୍ରସଙ୍ଗରେ ବିସ୍ତୃତ…

ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ, ୧୪୦୦ ଅତିକ୍ରମ କଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ,୦୩/୦୯: ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି । ଏହି ଭୂମିକମ୍ପର ତୀବ୍ରତା…

ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଭୁବନେଶ୍ୱର,୦୩/୦୯: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ଜଗବନ୍ଧୁ ଚାନ୍ଦଙ୍କୁ ମଞ୍ଚେଶ୍ବର ପୁଲିସ ଅଟକ…

ଲଘୁଚାପ ପ୍ରଭାବରେ ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୦୩/୦୯: ଉତ୍ତର-ପଶ୍ଚିମ ବଙ୍ଗୋପସ‌ାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ ।…

କିପରି କଟିବ ଆଜି ଆପଣଙ୍କ ଦିନ: ୩/୦୯/୨୦୨୫

ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…

ଓଡ଼ିଶା ତିଆରି ସେମିକଣ୍ଡକ୍ଟର ଚିପକୁ ପ୍ରଧାନମନ୍ତ୍ରୀଙ୍କ ହାତରେ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨/୦୯ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ପ୍ରସ୍ତୁତ ୩ଟି…

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀ,ବିହାର ବନ୍ଦ ଡାକରା ଦେଲା ଏନଡିଏ

ନୂଆଦିଲ୍ଲୀ, ୨/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀର ତୀବ୍ର ପ୍ରତିବାଦ କରି ଏନଡିଏ ବିହାର ବନ୍ଦ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର,୨/୦୯: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା…

ଉତ୍ତର ପ୍ରଦେଶ ସରକାରଙ୍କ କଡା ନିର୍ଦ୍ଦେଶ, ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

ନୂଆଦିଲ୍ଲୀ,୨/୦୯: ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦର ଦୁଇ ଚକିଆ ଯାନ ଚାଳକମାନେ ପେଟ୍ରୋଲ ପମ୍ପଗୁଡ଼ିକରେ ଏକ ନୂ‌ଆ ନିୟମର ସମ୍ମୁଖୀନ ହୋଇଛନ୍ତି।…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି, ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୦୨/୦୯: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ।…