କିପରି କଟିବ ଆଜି ଆପଣଙ୍କ ଦିନ: ୨୦/୦୯/୨୦୨୫

ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…

ମଣିପୁରରେ ସେନା ଗାଡ଼ି ଉପରକୁ ଆକ୍ରମଣ, ଜଣେ ଯବାନ ଗୁରୁତର

ନୂଆଦିଲ୍ଲୀ,୨୦/୦୯: ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ…

ରୁଷରେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, କ୍ଷୟକ୍ଷତି ନେଇ ମିଳିପାରିନି ସୂଚନା

ନୂଆଦିଲ୍ଲୀ,୧୯/୦୯: ରୁଷରେ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ। ଏଥିରେ ଘର, ଅନ୍ୟ ଉଚ୍ଚ ନିର୍ମାଣ, ଆସବାବପତ୍ର, ପାର୍କିଂ ଓ ରାସ୍ତାରେ…

ରାଜ୍ୟରେ ବଦଳିବ ପାଗ, ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୯/୦୯: ଆଗକୁ ଆସୁଛି ବଡ଼ ବର୍ଷା । ୨୬ରୁ ରାଜ୍ୟରେ ବଦଳିବ ପାଗ । ୨୯ ଯାଏଁ ଓଡ଼ିଶାରେ ପ୍ରବଳ…

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିଜେଡିର ହଙ୍ଗାମା, ଗୃହ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର, ୧୯/୦୯: ବିଧାନସଭାରେ ବିରୋଧୀ ବିଜେଡିର ହଙ୍ଗାମା । ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଚାଷୀଙ୍କ ସାର ସମସ୍ୟାକୁ ନେଇ ଗର୍ଜିଛି…

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ

ଭୁବନେଶ୍ୱର,୧୯/୦୯: ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪…

କିପରି କଟିବ ଆଜି ଆପଣଙ୍କ ଦିନ: ୧୯/୦୯/୨୦୨୫

ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…

କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା, ସ୍ୱାମୀ ଦୀପକର ଖୋଲୁଛି ପାପ ପେଡି

ଭୁବନେଶ୍ୱର,୧୮/୦୯: କନଷ୍ଟେବଳ ଶୁଭମିତ୍ରା ହତ୍ୟା ଉପରୁ ପରଦା ହଟିବା ପରେ ଏବେ ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ଗୋଟିଏ ପରେ ଗୋଟିଏ…

କେରଳରେ ମାତିଛି ବ୍ରେନ ଇଟିଂ ଆମୋଏବା, ୧୯ମୃତ!

ନୂଆଦିଲ୍ଲୀ,୧୮/୦୯: କେରଳରେ ମାତିଛି ବ୍ରେନ ଇଟିଂ ଆମୋଏବା । ଏହା ଏକ ପ୍ରକାର ପାରାସାଇଟ୍ । ଏହି ପାରାସାଇଟ୍ ମଣିଷ ମସ୍ତିଷ୍କକୁ…

ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ

ଭୁବନେଶ୍ୱର,୧୮/୦୯: ଓଡିଶା ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର…