କିପରି କଟିବ ଆଜି ଆପଣଙ୍କ ଦିନ: ୨/୨/୨୦୨୨

ମେଷ:ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ବ୍ୟବସାୟରେ ଆର୍ଥିକ ଉନ୍ନତି ହୋଇ ସଫଳତା ମିଳିବ । ଅଚାନକ…

ବିନା ଦର୍ଶକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ନୂଆଦିଲ୍ଲୀ,୧/୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦ ଟଳିନି । ଏହାରିମଧ୍ୟରେ ଆସନ୍ତା ଫେବୃଆରୀ ୬ରୁ ୧୧…

ବଜେଟ ୨୦୨୨-୨୩, ଓଡ଼ିଶା ପ୍ରତି ପୁନର୍ବିଚାର କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର,୧/୨: ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି ବଜେଟରେ ଅଳ୍ପ ଖୁସି ଓ…

ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧/୨: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭାଇରସ୍…

ବଜେଟ ୨୦୨୨-୨୩, ଜାଣନ୍ତୁ କଣ ହେବ ଶସ୍ତା

ନୂଆଦିଲ୍ଲୀ, ୧/୨: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସବୁ ଦିଗକୁ…

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ, ୧/୨:ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଖୁବଶୀଘ୍ର ଏଲଆଇସିର ଆଇପିଓ ଆସିବ…

ରାଜ୍ୟରେ ଆଜି ଦିନକରେ ଆଉ ୩,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩,୦୮୬ କରୋନା…

କିପରି କଟିବ ଆଜି ଆପଣଙ୍କ ଦିନ: ୧/୨/୨୦୨୨

ମେଷ:ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବ । ଆଧ୍ୟାତ୍ମିକ, ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ…

ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଜାରି ହେଲା ଏସଓପି

ଭୁବନେଶ୍ୱର, ୩୧/୧: ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର। ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ନୂଆ ଏସଓପି ଜାରି…

ଫେବୃଆରି ମାସ ପାଇଁ ଆସିଲା ଗାଇଡଲାଇନ, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୧/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ଟିକେ କମିଛି। ଏହାରିମଧ୍ୟରେ ରାଜ୍ୟ ସରକାର ଫେବୃଆରି ମାସ ପାଇଁ ଗାଇଡଲାଇନ ଜାରି…