ଜାଣନ୍ତୁ କିପରି କଟିବ ଆଜି ଆପଣଙ୍କ ଦିନ: ୧୫/୨/୨୦୨୨

ମେଷ:ଆଜିର ଦିନ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବାକୁ ଯାଉଛି କାରଣ ଆଜି ଆପଣ ଆପଣଙ୍କର ନୂତନ ଘର କିଣିବେ ତେବେ…

ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୧୪/୨: ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଯନ୍ତ୍ରୀଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୩.୩୯ କୋଟିର…

ଏଣିକି ଟିକା ନନେଇଥିଲେ ବି ମିଳିବ ଜଗା ଦର୍ଶନ

ପୁରୀ, ୧୪/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ପୁରୀରେ ଜଗା ଦର୍ଶନ ପାଇଁ କୋହଳ ହୋଇଛି କୋଭିଡ କଟକଣା।…

ପଞ୍ଚାୟତ ନିର୍ବାଚନ: ଭୋଟ ପାଇଁ ମିଳିବ ଛୁଟି

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ସରଗରମ ଅଛି। ଏହାରିମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ…

ରାଜଧାନୀରେ ମିଳିବ ପ୍ରିକସନ ଡୋଜ

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି। ଏହାସହ ଓମିକ୍ରନର ଭୟ ରହିଛି।କୋଭିସିଲଡ୍‌ ଟିକା ନେଇଥିବା…

ଶପଥ ନେଲେ ହାଇକୋର୍ଟର ତିନି ନୂଆ ବିଚାରପତି

ଭୁବନେଶ୍ୱର, ୧୪/୨: ଆଜି ହାଇକୋର୍ଟର ତିନି ନୂଆ ବିଚାରପତି ଶପଥ ନେଇଛନ୍ତି। ଆଇନଜୀବୀ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ  ଶପଥ…

ରାଜ୍ୟରେ ଦିନକରେ ଆଉ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୫୯…

କିପରି କଟିବ ଆଜି ଆପଣଙ୍କ ଦିନ: ୧୪/୨/୨୦୨୨

ମେଷ:ଆଜି ଆପଣ ବ୍ୟସ୍ତ ରହିଲେ ମଧ୍ୟ ଖୁସି ହେବେ। ସାଥୀ ସହିତ ବିବାଦ ସମ୍ଭବ। ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ହୋଇପାରେ। ପରିବାରରେ…

ଆସନ୍ତାକାଲିଠୁ ୪୮ଘଣ୍ଟା ଯାଏଁ ପ୍ରଚାର କରିପାରିବେନି ପ୍ରମିଳା

ଭୁବନେଶ୍ୱର, ୧୩/୨: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କିନ୍ତୁ ଏହାରିମଧ୍ୟରେ ୧୪ ତାରିଖ…

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର,୧୩/୨: ରାଜ୍ୟରେ ଏବେ ଶୀତ ଲହରୀ ରହିଛି। ଏହାରିମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୬ ତାରିଖରୁ ହାଲୁକା ବର୍ଷା ହେବାର…