ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ, କହିଲେ ଏମିତି କଥା…

ଭୁବନେଶ୍ୱର,୧୨/୦୬: ରାଜ୍ୟ ବିଜେପି ସରକାରକୁ ୨ ବର୍ଷ ପୁରିଛି। ଆଜିର ଦିନରେ ଶପଥ ନେଇଥିଲେ ମୋହନ ମାଝୀ । ଏହି ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ମୁଖ୍ୟମନ୍ତ୍ରୀ କହିଲେ ମୁଁ ଆପଣମାନଙ୍କ ଭିତରେ ଜଣେ । ମୁଖ୍ୟମନ୍ତ୍ରୀ ପଦ କ୍ଷମତାର ଚୌକି ନୁହେଁ । ୨୦୩୬ ସୁଦ୍ଧ ସମୃଦ୍ଧ ଓଡ଼ିଶା ଲକ୍ଷ ହାସିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ପଦ ଜନସେବାର ଏକ ପବିତ୍ର ମାଧ୍ୟମ । ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୂରିଛି। ୨ ବର୍ଷ ବର୍ଷ ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ ।

Leave a Reply

Your email address will not be published. Required fields are marked *