ରାଜଧାନୀରୁ ୨ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର, ୧୪/୭: ରାଜଧାନୀ ଭୁବନେଶ୍ୱରରେ ଦିବାକୁ ଦିନ ଚୋରି,  ଡକାୟତି ଓ ଏପରିକି ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। କହିବାକୁ…

ରାଜ୍ୟରେ ଆଜି ୬୫ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୪/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି।…

ରାଜ୍ୟରେ ଆଜି ୨୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪/୭: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…

ଚଳିତବର୍ଷ ମଧ୍ୟ ହେବ ନାହିଁ ବୋଲବମ୍

ଭୁବନେଶ୍ୱର, ୧୩/୭: ଦେଶରେ ଓ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ପୁଣି ଆଗକୁ କରୋନାର…

ଜୁନିଅର କଲେଜରେ ବଢିବ +୨ ସିଟ୍

ଭୁବନେଶ୍ୱର, ୧୩/୭: ଦଶମ ପାସ କରିଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଖୁସିଖବର। ଚଳିତବର୍ଷ ଜୁନିଅର କଲେଜରେ +୨ ସିଟ୍ ବଢ଼ାଇବା ପାଇଁ…

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୩/୭: ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୧୯୮୩…

କେନ୍ଦ୍ର କ୍ୟାବିନେଟ କମିଟିରେ ୨ ଓଡ଼ିଆ ମନ୍ତ୍ରୀ ସାମିଲ

ନୂଆଦିଲ୍ଲୀ, ୧୩/୭: ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ କେନ୍ଦ୍ର କ୍ୟାବିନେଟ କମିଟି ଗଠନ ହୋଇଛି।ଏହି କେନ୍ଦ୍ର କ୍ୟାବିନେଟ କମିଟିରେ ୨ ଓଡ଼ିଆ…

ଆସନ୍ତା ୨୮ ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପହଞ୍ଚିବ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୩/୭: ଗତକିଛି ଦିନ ତଳେ ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିଥିଲା। କିନ୍ତୁ କିଛି ଛାତ୍ରଛାତ୍ରୀ ଏହି ରେଜଲ୍ଟ ଅସନ୍ତୋଷ ଅଛନ୍ତି।…

ରାଜ୍ୟରେ ଆଜି ୬୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୩/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି।…

ରାଜ୍ୟରେ ଆଜି ୧୯୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୩/୭: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ…