ମଣିପୁରରେ ପୁଣି ହିଂସା, ସ୍ଥିତିକୁ ଦେଖି ୫ ରାଜ୍ୟରେ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,୦୯/୦୬: ମଣିପୁରରେ ପୁଣି ହିଂସା । ଆଉ ଏହି ସ୍ଥିତି ବାବଦରେ ଅବଗତ କରାଇବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି…

ଥାଣେ ରେଲୱେ ଷ୍ଟେସନରେ ଅଘଟଣ, ଏକ୍ସପ୍ରେସ୍‌ରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୦୯/୦୬: ମୁମ୍ବାଇ ଥାଣେ ରେଲୱେ ଷ୍ଟେସନରେ ଅଘଟଣ । ଲକ୍ଷ୍ନୌ ଯାଉଥିବା ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ । ଚଳନ୍ତା ଏକ୍ସପ୍ରେସ୍‌ରୁ ଖସି…

ଗତ ୨୪ ଘଣ୍ଟାରେ ଦେଶରେ ୪ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୮/୦୬: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କୋଭିଡ୍ ଭୂତାଣୁ।  ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫…

ଉତ୍ତରପ୍ରଦେଶ ସରକାର ବିବାହକୁ ନେଇ ଆଣିଲେ ନୂଆ ନିୟମ , ଜାଣନ୍ତୁ କଣ ସେହି ନିୟମ?

ନୂଆଦିଲ୍ଲୀ,୦୭/୦୬: ଆଜି ବି ଦେଶରେ  କୋର୍ଟରେ ବିବାହ ବେଳେ ଯଦି ବର-କନ୍ୟା ସାବାଳକ ଓ ନିଜ ଇଚ୍ଛାରେ ବିବାହ କରୁଛନ୍ତି ତେବେ…

କମିଲା ରେପୋ ରେଟ୍‌, ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି ଆର୍‌ବିଆଇ

ଭୁବନେଶ୍ୱର,୦୬/୦୬: କମିଲା ରେପୋ ରେଟ୍‌ । ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ପୂର୍ବରୁ ୬%…

ବେଙ୍ଗାଲୁରୁ ଦଳଚକଟା ଘଟଣା, ପୋଲିସ କମିସନରଙ୍କ ସମେତ ୮ଅଫିସର ସସପେଣ୍ଡ

ନୂଆଦିଲ୍ଲୀ,୦୬/୦୬: ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ଣ୍ଣାଟକ ସରକାର । ପୁଲିସ କମିସନରଙ୍କଠାରୁ ପୁଲିସ ଇନଚାର୍ଜ ଯାଏଁ ବଡ଼…

IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପୂର୍ବରୁ ଭୟଙ୍କର ଦଳାଚକଟା, ୧୧ ମୃତ

ନୂଆଦିଲ୍ଲୀ,୦୫/୦୬: IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପୂର୍ବରୁ ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆହତ ହୋଇଛନ୍ତି…

ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବ ସଂସଦରେ ମୌସୁମୀ ଅଧିବେଶନ

ଭୁବନେଶ୍ୱର,୦୪/୦୬: ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ସୂଚନା…

ଶେଷରେ ପଞ୍ଜାବକୁ ହରେଇ ଆଇପିଏଲ ଟ୍ରଫି ହାତେଇଲା ଆର୍‌ସିବି

ନୂଆଦିଲ୍ଲୀ,୦୩/୦୬: ୧୮ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆର୍‌ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ…

ଭାରତ ଫେରିଲେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର କିଛି ଟିମ, ଗସ୍ତ ସମ୍ପର୍କରେ ବୈଦେଶିକମନ୍ତ୍ରୀଙ୍କୁ ଦେଲେ ସୂଚନା

ନୂଆଦିଲ୍ଲୀ,୦୩/୦୬: ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର କିଛି ଟିମ ଭାରତ ଫେରିଛନ୍ତି । ସ୍ବଦେଶକୁ ଆସିବା ପରେ ଆଜି ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି…