ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି

ପୁରୀ: ରାଜ୍ୟରେ ଏବେ ଦିନକୁ ଦିନକୁ କ ରୋନା ସଂକ୍ରମଣ ହ୍ରାସ ହୋଇଛି । କିନ୍ତୁ ସଂକ୍ରମଣ କମିଥିଲେ ମଧ୍ୟ ବିପଦ…

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା:କଳାହାଣ୍ଡି ମ.ରାମପୁରର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ମୃତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ୧୩ଲକ୍ଷ ଟଙ୍କାର ସହାୟତା…

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ…

ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ୍‌ ଟିକା ଜାଇକୋଭ୍‌-ଡିର ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶରେ ଏବେ କ ରୋନା ସଂକ୍ରମଣ ହାର ହ୍ରାସ ପାଇଛି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।…

୫.୯ ତୀବ୍ରତାରସହ ଥରିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରେ ଆଜି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୫.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହେତୁ ଜମ୍ମୁ…

ଦେଶରେ ଦିନକରେ ୧,୭୨,୪୩୩ କରୋନା ଆକ୍ରାନ୍ତ ଚିହ୍ନଟ ଓ ୧୦୫୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର କମିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି କିନ୍ତୁ ମୃତ୍ୟୁସଂଖ୍ୟା…

ରାଜ୍ୟରେ ଆଜି ଦିନକରେ ଆଉ ୨,୬୦୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୫/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨,୬୦୩…

କିପରି କଟିବ ଆଜି ଆପଣଙ୍କ ଦିନ: ୫/୨/୨୦୨୨

ମେଷ:ଲେଖକ ଏବଂ କଳାକାରମାନଙ୍କ ପାଇଁ ଆଜି ଏକ ଅନୁକୂଳ ସମୟ ଅଟେ। ଏହା ସମ୍ଭବ ଯେ ଆଜି ଆପଣଙ୍କର କିଛି ପୁରୁଣା…

ଶିକ୍ଷାନୁଷ୍ଠାନରେ ପାଠପଢା ସମୟ ସ୍ଥିର କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୪/୨: ରାଜ୍ୟରେ କଁ ରୋନା ସଂକ୍ରମଣ ଯୋଗୁ ସ୍କୁଲ ଓ କଲେଜ ବନ୍ଦ ଥିଲା। ଏବେ ସଂକ୍ରମଣ କମିବା ପରେ…

ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌

ଭୁବନେଶ୍ୱର, ୪/୨: ଆସନ୍ତା ଜୁନ ମାସରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ୱେଣ୍ଟି…