thepragatinews.com
ଭୁବନେଶ୍ୱର,୨୭/୦୬: ଆମ ବସ୍ର ପୁଣି ଆତଙ୍କ । ପୁଣି ଯମ ସାଜି ନେଲା ଦୁଇ ଜଣଙ୍କ ଜୀବନ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍ ରୁଟରେ ଆସି ଆମ ବସ ଦେଲା ଧକ୍କା । ଝିଅ ଆହତ ହୋଇଥିବା ବେଳେ ଆମ ବସ୍କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା ।
Your email address will not be published. Required fields are marked *
Comment *
Name *
Email *
Website