ଭୁବନେଶ୍ୱର,୦୪/୦୯: ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହେଲେ ଓଡ଼ିଆ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଏକ ସପ୍ତାହ ଧରି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ଆଜି ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ତାଙ୍କ ଅବସ୍ଥା ଏବେ ଗୁରୁରତର ରହିଛି । ଲିଭର ସିରୋସିସ୍ରେ ପୀଡ଼ିତ ଅଭିଜିତ୍ ମଜୁମଦାରଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ଥିବା ସୂଚନା ମିଳିଛି । ଅଭିନେତା ବାବୁସାନ ମହାନ୍ତି ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ଓଡ଼ିଶାର ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ। ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି ଅଭିଜିତ୍ ମଜୁମଦାର । ସେ