ଆସନ୍ତାକାଲିଠୁ ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୩/୦୫: ଆସନ୍ତାକାଲିଠୁ ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍‌ ୩୦ ଯାଏଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ ଛାତ୍ରଛାତ୍ରୀ । SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ ।www.samsodisha.gov.in ରେ କରିବେ ଆବେଦନ । ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍‌ ଲିଷ୍ଟ । ୮ରୁ ୧୪ ଜୁଲାଇ ମଧ୍ୟରେ ନାମଲେଖା ହେବ । ୨୪ ଜୁଲାଇରେ ପାଠ ପଢା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *