ଗଞ୍ଜାମରେ ଘରବାରି ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ, ବିସ୍ଥାପିତ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା
ଗଞ୍ଜାମରେ ଘରବାରି ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ, ବିସ୍ଥାପିତ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା
ଭୁବନେଶ୍ୱର,୨୭/୦୮: ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି…
ଆନ୍ଧ୍ର ପ୍ରଦେଶର ପଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା, ୭ମୃତ
ଭୁବନେଶ୍ୱର,୨୬/୦୮: ଆନ୍ଧ୍ର ପ୍ରଦେଶର ପଲନାଡୁ ଜିଲ୍ଲା ଚିଲକାଲୁରୀପେଟ୍ ନିକଟ ଅଡ୍ଡା ରୋଡ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ…
ରାତିରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା, ଆସିଲା କଟକଣା!
ଭୁବନେଶ୍ୱର, ୨୬/୦୮: ରାତିରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା । ଫେସ୍ବୁକ-ଇନ୍ଷ୍ଟାଗ୍ରାମକୁ ଦୈନିକ ଲିମିଟ୍, ନାଇଟ୍ ବ୍ଳକ୍ ଫିଚର ଆଣିବାକୁ…
ନେପାଳର ଜଳପ୍ରଳୟ ପଛର କାରଣ କଣ, ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଦେଲା ସାଙ୍ଘାତିକ ତଥ୍ୟ
ଭୁବନେଶ୍ୱର: ନେପାଳର ରାସୁୱା ଜିଲ୍ଲାର ଭୋଟେକୋଶି ନଦୀରେ ଏକ ବଡ଼ ଜଳପ୍ରଳୟ ଘଟି ବିପର୍ୟ୍ୟୟ ସୃଷ୍ଟି କରିଥିଲା। ଏହି ଦୁଃଖଦ ଘଟଣାରେ…
ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କଲା କ୍ରୁଟ୍, ଜାଣନ୍ତୁ କଣ ?
ଭୁବନେଶ୍ୱର,୨୭/୦୮: ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ରୁଟ୍ । ଆଜି ୨୦୨୬ ରକ୍ଷା ବନ୍ଧନ…
କିପରି କଟିବ ଆଜି ଆପଣଙ୍କ ଦିନ: ୨୭/୦୮/୨୦୨୬
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ରାକ୍ଷୀ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, କେମିତି ପଡିବ ପ୍ରଭାବ?
ଭୁବନେଶ୍ୱର, ୨୬/୦୮: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆସନ୍ତା ଅଗଷ୍ଟ ୨୮ ତାରିଖରେ ଲାଗିବାକୁ ଯାଉଛି । ଏହି ଦିନ ପବିତ୍ର ରାକ୍ଷୀ…
ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା
ଭୁବନେଶ୍ୱର,୨୬/୦୮: କଟକ ବାଲିଯାତ୍ରାକୁ ନେଇ ବଡ଼ ଅପଡେଟ । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ…
ଇସଲାମାବାଦରେ ଏକ ହସ୍ପିଟାଲର ଭୟଙ୍କର ଅଗ୍ନିକାଣ୍ଡ, ୧୫ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ, ୨୬/୦୮: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଥିବା ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ସ୍ତ୍ରୀ ରୋଗ ବିଭାଗରେ ଭୟଙ୍କର…
ଇଦ୍ ମିଲାଦ-ଉନ୍-ନବିର ଶୁଭେଚ୍ଛା ଜଣାଇ ଇଦ୍ ମୁବାରକ୍ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬/୦୮: ଭାରତ ବିବିଧତା ଏବଂ ପର୍ବପର୍ବାଣୀର ଦେଶ। ପ୍ରତ୍ୟେକ ପର୍ବ ପାରସ୍ପରିକ ଭାଇଚାରା ଏବଂ ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିଥାଏ। ସୋସିଆଲ…