କିପରି କଟିବ ଆଜି ଆପଣଙ୍କ ଦିନ:୧୯/୧୨/୨୦୨୨

ମେଷ:ଆଜି ଆପଣଙ୍କୁ ସେହି ଖ୍ୟାତି ଏବଂ ସ୍ୱୀକୃତି ମିଳିବ ଯାହାକୁ ଆପଣ ଦୀର୍ଘ ଦିନରୁ ଖୋଜୁଥିଲେ। ପାରିବାରିକ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ…

ଫିଫା ବିଶ୍ୱକପ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ,୧୮/୧୨: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି । ଲିଓନେଲ ମେସିଙ୍କ ସ୍ବପ୍ନ ପୂରା ହୋଇଛି। ଶେଷ…

୨୬ ତାରିଖରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନେଇ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର,୧୮/୧୨: ଡିସେମ୍ବର ୨୬ ତାରିଖରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେବ । ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ…

କଟକ ରେଳଷ୍ଟେସନର ଡିଜାଇନ ସେୟାର କଲେ ରେଳମନ୍ତ୍ରୀ

ଭୁବନେଶ୍ୱର,୧୮/୧୨: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି।…

ସହଯୋଗୀ ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ ଗୁମର !

ଭୁବନେଶ୍ୱର,୧୮/୧୨: ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଗତକାଲି ୧୨ ଘଂଟା ଜେରା କରିଛି ଇଡ଼ି । ଗତକାଲି ସେ…

ଦକ୍ଷିଣ ଓଡ଼ିଶାରେ ବଢିବ ଶୀତର ପ୍ରଭାବ

ଭୁବନେଶ୍ୱର,୧୮/୧୨: କିଛି ଦିନ ପରେ ରାଜ୍ୟରେ ପୁଣି ଶୀତ ଲହରୀ ଫେରିଛି । ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ମଧ୍ୟରେ…

କିପରି କଟିବ ଆଜି ଆପଣଙ୍କ ଦିନ:୧୮/୧୨/୨୦୨୨

ମେଷ: ଆଜି ଆପଣଙ୍କୁ ସେହି ଖ୍ୟାତି ଏବଂ ସ୍ୱୀକୃତି ମିଳିବ ଯାହାକୁ ଆପଣ ଦୀର୍ଘ ଦିନରୁ ଖୋଜୁଥିଲେ। ପାରିବାରିକ କାର୍ଯ୍ୟରେ ଅଧିକ…

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୧୭/୧୨: କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ…

ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ ସହ ଭାରତୀୟ ସେନାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଏବେ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବ୍ରହ୍ମପୁର,୧୭/୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ…