ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
Author: The Pragati News
ଅକ୍ଟୋବର ୬ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେବ ତାରିଖ
ଭୁବନେଶ୍ୱର,୨୮/୦୯: ଅକ୍ଟୋବର ୬ରେ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କିନ୍ତୁ ତା’ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ…
ମନ କି ବାତ କାର୍ଯ୍ୟକ୍ରମର ୧୨୬ତମ ଏପିସୋଡ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮/୦୯: ମନ କି ବାତ କାର୍ଯ୍ୟକ୍ରମର ୧୨୬ତମ ଏପିସୋଡ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସହିଦ ଭଗତ ସିଂହ…
ନବରାତ୍ର ପୂଜାର ସପ୍ତମ ଦିବସରେ କାଳରାତ୍ରି ରୂପରେ ପୂଜା ପାଉଛନ୍ତି ମା’
ଭୁବନେଶ୍ୱର,୨୮/୦୯: ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି…
ତାମିଲନାଡୁ କରୁରରେ ହୋଇଥିବା ଦଳଚକଟାରେ ମୃତ୍ୟସଂଖ୍ୟା ୩୯କୁ ବୃଦ୍ଧି
ନୂଆଦିଲ୍ଲୀ,୨୮/୦୯: ତାମିଲନାଡୁ କରୁରରେ ହୋଇଥିବା ଦଳଚକଟାରେ ମୃତ୍ୟସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଟିଭିକେ ନେତା ତଥା ତାମିଲ ସୁପରଷ୍ଟାର ବିଜୟ…
କିପରି କଟିବ ଆଜି ଆପଣଙ୍କ ଦିନ: ୨୮/୦୯/୨୦୨୫
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ଅଭିନେତା ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା, ୧୦ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ,୨୭/୦୯: ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।…
ବର୍ଷାରେ ଭିଜିବ ଦୁର୍ଗା ପୂଜା, ଆସୁଛି ଆଉ ଏକ ଲଘୁଚାପ !
ଭୁବନେଶ୍ୱର,୨୭/୦୯: ବର୍ଷାରେ ଭିଜିବ ଦୁର୍ଗା ପୂଜା। ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…
କର୍ମଠ ମୁଖ୍ୟମନ୍ତ୍ରୀ କହି ମୋହନ ମାଝୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୨୭/୦୯: ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାରସୁଗୁଡ଼ା ଯୁବ ସମାବେଶରେ ସାମିଲ ହେଲେ । ଜୟ ଜଗନ୍ନାଥ, ମାଆ…
ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଲେ ମୋଦୀ
ଭୁବନେଶ୍ୱର,୨୭/୦୯: ଓଡ଼ିଶାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଲେ ମୋଦୀ । ବିମାନବନ୍ଦର…