ଭୁବନେଶ୍ୱର,୦୬/୦୭: ରାଜ୍ୟରେ ଏବେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବହୁତୁ ଗାଁ ଜଳମଗ୍ନ ହୋଇଛି। ଏହାରି ମଧ୍ୟରେ ଆସନ୍ତା ୯ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଲଗାଣ ବର୍ଷା ଫଳରେ ବନ୍ୟା ସ୍ଥିତି ଉପୁଜିଛି । ଯାହାକୁ ଧ୍ୟାନରେ ରଖି ହୀରାକୁଦା ପ୍ରଥମ ଗେଟ୍ ଖୋଲାଯିବାକୁ ନିଷ୍ପିତ୍ତି ନିଆଯାଇଛି ।