ଭୁବନେଶ୍ୱର,୨୫/୧୨: ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ବିଜେଡି ଓ କଂଗ୍ରେସ। ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିବେ ଉଭୟ ବିଜେଡି ଓ କଂଗ୍ରେସ।ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ବିଜେଡି ଓ କଂଗ୍ରେସ। ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିବେ ଉଭୟ ବିଜେଡି ଓ କଂଗ୍ରେସ।