କଟକ,୦୫/୧୨: କାଉଣ୍ଟର ଖୋଲିବା ପରେ ଟିକେଟ୍ କିଣିବାକୁ ବାରବାଟୀରେ ଅସମ୍ଭାଳ ଭିଡ଼ । ନାକେଦମ ପୁଲିସ । ସୁରକ୍ଷା ପାଇଁ ବାଉଁସର ନିୟୋଜିତ । ୫ଟି କାଉଣ୍ଟରରେ ବିକ୍ରି ହେଉଛି ଟିକେଟ୍ । ଟିକେଟ୍ ପାଇଁ ଲାଗିଛି ଲମ୍ବା ଲାଇନ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଏଥିପାଇଁ ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ । ଟିକେଟ୍ ପାଇବା ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।୫ଟି କାଉଣ୍ଟରରେ ବିକ୍ରି ହେଉଛି ଟିକେଟ୍ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ସ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ଟିକେଟ୍ କାଉଣ୍ଟଟର ବାହାରେ ବାଉଁଶର ନିୟୋଜିତ ହୋଇଛି ।