ସାବିତ୍ରୀ ନେଇ ମନ୍ଦିରରେ ଭିଡ଼, ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ପୂଜା କରୁଛନ୍ତି ସ୍ତ୍ରୀ

ଭୁବନେଶ୍ୱର,୨୬/୦୫: ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହ ମଙ୍ଗଳ ମନାସି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ସକାଳୁ ସକାଳୁ ମନ୍ଦିରରେ ମହିଳାମାନଙ୍କ ଭିଡ଼ ଲାଗିଛି । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ମହିଳା । ଉତ୍ସାହର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ । ସହରର ବିଭିନ୍ନ ଫଳ ଦୋକାନରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *