କିପରି କଟିବ ଆଜି ଆପଣଙ୍କ ଦିନ: ୦୭/୦୬/୨୦୨୫
କିପରି କଟିବ ଆଜି ଆପଣଙ୍କ ଦିନ: ୦୭/୦୬/୨୦୨୫
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ୱର,୦୬/୦୬: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି…
ନବନିଯୁକ୍ତ ସରକାରୀ ଚାକିରିଆଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଆଉ କହିଲେ ଦୁର୍ନୀତିକୁ ଦିଆଯିବନି ପ୍ରଶ୍ରୟ
ଭୁବନେଶ୍ୱର,୬/୦୬: ଆଜି ନବନିଯୁକ୍ତ ସରକାରୀ ଚାକିରିଆଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ କହିଛନ୍ତି ଯେ ମୋହନ ମାଝୀଙ୍କ…
କମିଲା ରେପୋ ରେଟ୍, ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି ଆର୍ବିଆଇ
ଭୁବନେଶ୍ୱର,୦୬/୦୬: କମିଲା ରେପୋ ରେଟ୍ । ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ପୂର୍ବରୁ ୬%…
ଆଜି ରୁକ୍ମିଣୀ ହରଣ ଏକାଦଶୀ, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଭୁବନେଶ୍ୱର,୦୬/୦୬: ଆଜି ରୁକ୍ମିଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ । ଏଥିପାଇଁ ସଜେଇ…
ବେଙ୍ଗାଲୁରୁ ଦଳଚକଟା ଘଟଣା, ପୋଲିସ କମିସନରଙ୍କ ସମେତ ୮ଅଫିସର ସସପେଣ୍ଡ
ନୂଆଦିଲ୍ଲୀ,୦୬/୦୬: ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ଣ୍ଣାଟକ ସରକାର । ପୁଲିସ କମିସନରଙ୍କଠାରୁ ପୁଲିସ ଇନଚାର୍ଜ ଯାଏଁ ବଡ଼…
କିପରି କଟିବ ଆଜି ଆପଣଙ୍କ ଦିନ: ୦୬/୦୬/୨୦୨୫
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ରଥଯାତ୍ରାରେ ନୀତି ଶୃଙ୍ଖଳିତ କଲେ ପୁରସ୍କୃତ ହେବେ ସେବାୟତ
ଭୁବନେଶ୍ୱର,୦୫/୦୬: ଆଉ ଅଳ୍ପ କେଇଟା ଦିନ ରହିଲା ମହାପ୍ରଭୁଙ୍କ ରଥଯାତ୍ରା। ଆଉ ଏହି ରଥଯାତ୍ରାରେ ନୀତି ଶୃଙ୍ଖଳିତ କଲେ ପୁରସ୍କୃତ ହେବେ…
ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବାହା ହେଲେ ପୁରୀର ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର!
ଭୁବନେଶ୍ୱର,୦୫/୦୬: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବାହା ହେଲେ ପୁରୀର ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର । ଉଭୟ ନେତା…
ସକାଳେ ଖରା ଅପରାହ୍ଣରେ ଛେଚୁଛି ବର୍ଷା, ୧୧ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୦୫/୦୬: ସକାଳେ ଖରା ଅପରାହ୍ଣରେ ଛେଚୁଛି ବର୍ଷା । କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ସତର୍କବାଣୀ । ଆଜି ୧୧ଟି…