ରୁବାୟା କୋଲଟାନ୍ ଖଣିରେ ବଡ଼ ଧରଣର ଭୂସ୍ଖଳନ, ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ
ରୁବାୟା କୋଲଟାନ୍ ଖଣିରେ ବଡ଼ ଧରଣର ଭୂସ୍ଖଳନ, ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୩୧/୦୧: କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ…
କେଦାରନାଥ ଧାମରେ ଦର୍ଶନ ସମୟରେ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ଲାଗିବ କଟକଣା
ନୂଆଦିଲ୍ଲୀ,୩୧/୦୧: କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ଯାଉଛି…
କିପରି କଟିବ ଆଜି ଆପଣଙ୍କ ଦିନ:୩୧/୦୧/୨୦୨୬
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ସନ୍ଦେହରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କ୍ବାର୍ଟରରେ ସହୟକଙ୍କ ମୃତ୍ୟୁ
ଭୁବନେଶ୍ୱର,୩୦/୦୧: ଚର୍ଚ୍ଚାରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କ୍ବାର୍ଟରରେ ସହୟକଙ୍କ ମୃତ୍ୟୁ। ଏହାକୁ ନେଇ ଆରମ୍ଭ ହୋଇଛି…
ଅଜିତ ପାୱାରଙ୍କ ମୃତ୍ୟୁ ପରେ ଆସନ୍ତାକାଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର
ନୂଆଦିଲ୍ଲୀ,୩୦/୦୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ…
ଫେବ୍ରୁଆରିରୁ ନୂଆ ନିୟମ, ସମସ୍ତ ନୂଆ ଫାସଟ୍ୟାଗ୍ ପାଇଁ KYVର ଆବଶ୍ୟକତା ପଡ଼ିବ ନାହିଁ
ଭୁବନେଶ୍ୱର,୩୦/୦୧: ଲକ୍ଷ ଲକ୍ଷ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ଏହି ଦୈନନ୍ଦିନ ସମସ୍ୟାର ସମାଧାନ ଏବେ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ…
ବ୍ୟାନ ହେବନି ପାନ ମସଲା, ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର,୩୦/୦୧: ବ୍ୟାନ ହେବନି ପାନ ମସଲା । ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ଏଥିରେ ଟବାକୋ, ନିକୋଟିନ ନଥିବାରୁ ବ୍ୟାନ…
ଇରାନର ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ
ନୂଆଦିଲ୍ଲୀ,୩୦/୦୧: ବଢ଼ିଲା ଇରାନ-ୟୁରୋପ ବିବାଦ। ଇରାନର ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ। ଇରାନର ଇସଲାମିକ୍ ରେଭଲ୍ୟୁସନାରି ଗାର୍ଡ…
କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୦୧/୨୦୨୬
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ୟୁଜିସି ନୂଆ ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯/୦୧: ୟୁଜିସି ନୂଆ ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରମୋସନ୍ ଅଫ୍…