ପୁଣି ରାଜ୍ୟରେ ଆଉ ଏକ ନାରୀକୁ ନିର୍ଯାତନା, ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣ

ଭୁବନେଶ୍ୱର,୨୩/୦୬: ପୁଣି ରାଜ୍ୟରେ ଆଉ ଏକ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଓଡ଼ିଶା ବୁଲିବାକୁ ଆସିଥିବା ଯୁବତୀ ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି । ଦଶରଥପୁର ଥାନା ଭଦ୍ରକ ପଡ଼ିଆରେ ୨ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି ।ନିକଟରେ ଗୋପାଲପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।  ଡିଜିଟାଲ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଯେତିକି ପ୍ରମାଣ ମିଳିଛି ତାହା ଯଥେଷ୍ଟ ବୋଲି ବି ସେ କହିଛନ୍ତି ।