ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, କେହି ମାରି ଟାଙ୍ଗି ଦେଇଥିବା ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର, ୧୮/୦୫: ଯବାନଙ୍କ ସନ୍ଦେହଜନକ ମୃତ୍ୟୁ  ।  ହତ୍ୟା ପରେ ଟାଙ୍ଗି ଦେଇଥିବା ନେଇ ବଢ଼ିଲା ସନ୍ଦେହ ।  ବଲାଙ୍ଗିର ଲରମ୍ଭା ଥାନା ଘସିଏନ ଗାଁରେ ସିଆରପିଏଫ ଯବାନ ଗଣେଶ ଭୁଏଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି   ।   ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି   ।     ଯାହାକୁ ନେଇ ସନ୍ଦେହ ବଢ଼ିଛି  ।   ଗତ ୩ ଦିନ ହେବ ନିଖୋଜ ଥିଲେ ଗଣେଶ  । ଏବେ ତାଙ୍କ ମୃତଦେହ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି   ।

Leave a Reply

Your email address will not be published. Required fields are marked *