ପ୍ରକାଶ ପାଇଲା ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ଭୁବନେଶ୍ୱର, ୩୦/୦୪: ପ୍ରକାଶ ପାଇଲା ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯. ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ . ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୁଣି ଥରେ ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ । ଆଇସିଏସଇରେ ଛାତ୍ରୀଙ୍କ ପାସ ହାର ୯୯ ଦଶମିକ ୩୭ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୮. ୮୪ ପ୍ରତିଶତ ରହିଛି । ଆଇଏସସିରେ ଝିଅଙ୍କ ପାସ ହାର ୯୯.୪୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୯୮ . ୬୪ ପ୍ରତିଶତ ରହିଛି । ମୋଟ  ଅଢେଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *