ପାକିସ୍ତାନରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ

ନୂଆଦିଲ୍ଲୀ,୧୨/୦୫: ପାକିସ୍ତାନରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ । ଭାରତର ବଡ ଆକ୍ରମଣ ପରେ ପାକିସ୍ତାନ ଉପରେ ଦାଉ ସାଦିଛି ପ୍ରକୃତି । ପାକିସ୍ତାନରେ ଆଜି ଦିନ ୧ଟା ୨୬ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ କେତେ କ୍ଷୟକ୍ଷତି ହୋଇଛି, କେତେ ଧନଜୀବନ ନଷ୍ଟ ହୋଇଛି ତାହାର କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଭୁମିକମ୍ପ ହେବା ପରେ ଆତଙ୍କୀତ ହୋଇଉଠିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *