ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମ୍ୟାଚ ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର, ୫/୦୧: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ ।…

ଭାରତ ଇଂଲଣ୍ଡ ମ୍ୟାଚ୍: ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, କାଉଣ୍ଟରରେ ଠେଲାପେଲା ସ୍ଥିତି

ଭୁବନେଶ୍ୱର,୦୫/୦୨: କଟକରେ ଟିକେଟ୍ ପାଇଁ ସ୍ଥିତି ଅଣାୟତ ହୋଇଛି । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି…

ବାରବାଟୀରେ ଦିନିକିଆ ମ୍ୟାଚ, ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଅଧ ଘଣ୍ଟା ଭିତରେ ସରିଲା ଟିକେଟ୍

ଭୁବନେଶ୍ୱର,୨/୦୨: ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଅଧ ଘଣ୍ଟା ଭିତରେ ସରିଯାଇଛି ଟିକେଟ୍ ।…

ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ ହେବେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ, ୩୧/୦୧: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ…

ଭାରତ ଓ ଇଂଲଣ୍ଡ ମ୍ୟାଚର ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୦୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ…

ବିବାହ ବନ୍ଧନରେ ବାନ୍ଧି ହେଲେ ଆଥଲେଟ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୦/୦୧: ବିବାହ ବନ୍ଧନରେ ବାନ୍ଧି ହେଲେ ଆଥଲେଟ ନୀରଜ ଚୋପ୍ରା ।  ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ।…

Pankaj Lochan Mohanty became the acting president of OCA till the next election

Bhubaneswar,29/12: Annual General Meeting (AGM) 2024 of Odisha Cricket Association took place today at OCA Conference…

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

ଭୁବନେଶ୍ୱର,୨୯/୧୨: ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ । ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା…

କ୍ରିକେଟର ସବୁ ଫର୍ମାଟରୁ ବିଦାୟ ନେଲେ ଅଶ୍ୱିନ୍

ନୂଆଦିଲ୍ଲୀ,୧୮/୧୨: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ତର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି । କ୍ରିକେଟର ସବୁ ଫର୍ମାଟରୁ ବିଦାୟ…

ବଜରଙ୍ଗ  ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା NADA

ଭୁବନେଶ୍ୱର,୨୭/୧୧:  ଭାରତୀୟ ରେସଲର ବଜରଙ୍ଗ  ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- NADA ।…