କାଲିଠୁ ମାଟ୍ରିକ ବୋର୍ଡ ପରୀକ୍ଷା, ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର,୧୮/୦୨:   ମଙ୍ଗଳବାରଠାରୁ ସିବିଏସଇ ଓ ଆଜିଠାରୁ ସିଏଚ୍ଏସଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ କାଲିଠୁ ଓଡ଼ିଶା ମାଟ୍ରିକ ବୋର୍ଡ ପରୀକ୍ଷା ହେବ…

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,୧୮/୦୨: ଆଜି ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା । ଚାଷୀ ପ୍ରସଙ୍ଗକୁ ନେଇ ଗର୍ଜିଲେ…

ଜେଲରେ ଅସୁସ୍ଥତା ହୋଇ ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଭୁବନେଶ୍ୱର,୧୮/୦୨: ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍, ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮/୦୨: ଶୃଙ୍ଖଳିତ ରଥଯାତ୍ରା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ପୁରୀ ରଥଯାତ୍ରାକୁ…

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ, ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ

ଭୁବନେଶ୍ୱର,୧୭/୦୨: ଓଡ଼ିଶା ବଜେଟ ଅଧିବେଶନରେ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ। ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ…

ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ୍

ଭୁବନେଶ୍ୱର,୧୭/୦୨: ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ୍ । ଅରବିନ୍ଦ ମହାପାତ୍ରଙ୍କ ସିଟ୍…

୧୦ଟି ରାଜ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ,୧୭/୦୨: ବର୍ଷା ଆଣିଦେବ ସାମାନ୍ୟ ଆଶ୍ଵସ୍ତି। ଫେବୃଆରୀ ୧୭, ୧୮ ଓ ୧୯ ତାରିଖରେ ୧୦ଟି ରାଜ୍ୟରେ ବର୍ଷା ହେବା ନେଇ…

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ, ୨୦ରୁ ବଜେଟ ଉପସ୍ଥାପନ

ଭୁବନେଶ୍ୱର,୧୮/୦୨: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ…

ଖୁବ୍ ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ୱର, ୧୬/୦୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସାରିବାକୁ ସରକାରଙ୍କୁ ୩ ମାସ ସମୟ ଦେଇଛନ୍ତି ହାଇକୋର୍ଟ ।ଏହି ପ୍ରସଙ୍ଗରେ ପ୍ରଥମେ…

ଆରପାରିରେ ବିଜେଡିର ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର, ୧୬/୦୨: ବିଜେଡିର ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି । ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧିନ…