ଭୁବନେଶ୍ୱର, ୧୮/୧୨: ଏବେ ଦେଶରେ ଟିକେ ସଂକ୍ରମଣ କମିଥିବା ବେଳେ ଚିନ୍ତା ବଢ଼ାଇଛି ଓମିକ୍ରନ୍। ଏହାରିମଧ୍ୟରେ ଏକ ଖରାପ ଖବର ସାମ୍ନାକୁ…
Category: National
ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୧୭/୧୨: ଦେଶରେ ଏବେ ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଏହାରିମଧ୍ୟରେ ଆଜି ପୁୁଣି ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ…
ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ଭୁବନେଶ୍ୱର, ୧୬/୧୨: ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିିିଛନ୍ତି କେନ୍ଦ୍ର ସରକାର। ୧୮ବର୍ଷ ପରିବର୍ତ୍ତେ ଝିଅମାନେ ୨୧ବର୍ଷ ବୟସରେ ବିବାହ କରିବେ।…
ବଢୁଛି ଓମିକ୍ରନ ସଂକ୍ରମଣ, ଦିଲ୍ଲୀ ଓ ରାଜସ୍ଥାନରେ ଆଉ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୧୪/୧୨: ଦେଶରେ ଏବେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିିିଛି। ଏହା ଏବେ…
ଗୁଜରାଟର ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୪/୧୨: ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଏହାରିମଧ୍ୟରେ ଗୁଜରାଟର ସୁରତରେ ପ୍ରଥମ ଓମିକ୍ରନ…
ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ଯବାନ ସହିଦ
ନୂଆଦିଲ୍ଲୀ, ୧୩/୧୨:ଜମ୍ମୁ-କାଶ୍ମୀରର ଜେୱନ ଇଲାକାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୧୨ଜଣ ଗୁରୁତର…
କାଶୀ ବିଶ୍ୱନାଥ କରିଡରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୩/୧୨: ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩୩୯ କୋଟି ବ୍ୟୟରେ…
ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୫କୁ ବୃଦ୍ଧି
ନୂଆଦିଲ୍ଲୀ, ୧୨/୧୨: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଚିନ୍ତା ବଢ଼ାଉଛି ଓମିକ୍ରନ। ଏହାରିମଧ୍ୟରେ ଆନ୍ଧ୍ର ଓ ଚଣ୍ଡୀଗଡ଼ରେ…
୩୭୮ ଦିନ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ
ନୂଆଦିଲ୍ଲୀ, ୯/୧୨: ୩୭୮ ଦିନ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଆନ୍ଦୋଳନରତ କୃଷକ…
ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ଲୋକସଭାରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, ୯/୧୨: ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ଲୋକସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ…