ଭୁବନେଶ୍ୱର,୨୭/୧୧: ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ । ଡିସେମ୍ବର ୧ରୁ ବସ୍ ବନ୍ଦ ଡାକରାକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ବସ ମାଲିକ ସଙ୍ଘ । ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବସ୍ ମାଲିକ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ଚେକିଂ ବ୍ୟବସ୍ଥା ଲାଗୁ କରାଯିବ ନାହିଁ ।