ନୂଆଦିଲ୍ଲୀ,୨୨/୩: ତାମିଲନାଡୁର କାଞ୍ଚିପୁରମରେ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଯାହାଫଳରେ ୬ଜଣଙ୍କର ମୃତ୍ୟୁ…
Author: The Pragati News
ଅଭିନେତ୍ରୀ ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା, ଖାରଜ ହେଲା ରିଟ୍ ଆବେଦନ
ଭୁବନେଶ୍ୱର,୨୩/୩: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ବର୍ଷାଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ…
ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା !
ଭୁବନେଶ୍ୱର,୨୨/୩: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର…
ଭୂମିକମ୍ପରେ ଥରିଲା ପାକିସ୍ତାନ, ୯ ମୃତ
ନୂଆଦିଲ୍ଲୀ,୨୨/୩: ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ…
କିପରି କଟିବ ଆଜି ଆପଣଙ୍କ ଦିନ:୨୨/୦୩/୨୦୨୩
ମେଷ:ଆଜିର ଦିନ କାରବାର କରୁଥିବା ଲୋକଙ୍କ ପାଇଁ ସାବଧାନ ହେବାର ଦିନ ହେବ କାରଣ ଆଜି ଆପଣଙ୍କର ବ୍ୟବସାୟରେ ଅସୁବିଧା ହୋଇପାରେ…
ଭାରତର ପ୍ରଥମ ମହିଳା ଖେଳାଳି ଯାହାଙ୍କ ନାମରେ ନାମିତ ହେଲା ହକି ଷ୍ଡାଡିୟମ
ନୂଆଦିଲ୍ଲୀ,୨୧/୩: ଭାରତର ପ୍ରଥମ ମହିଳା ଖେଳାଳି ଯାହାଙ୍କ ନାମରେ ହକି ଷ୍ଡାଡିୟମ ନାମିତ ହୋଇଛି। ରାଏବରେଲି ହକି ଷ୍ଡାଡିୟମକୁ ଭାରତୀୟ ହକି…
ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଭୁବନେଶ୍ୱର,୨୧/୩:ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ । ଭୁବନେଶ୍ୱରରୁ ସଡ଼କ…
ରାଜ୍ୟରେ ଆଉ ୪ ଦିନ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧/୩: ରାଜ୍ୟରେ ଆଉ ୪ ଦିନ ବର୍ଷା ହେବାର ଆଶଙ୍କା ରହିଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ…
ଓଲଟିଲା ସେନା ଗାଡି, ୬ ଜଣ ଯବାନ ଆହତ
ଭୁବନେଶ୍ୱର,୨୧/୩: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶୀକାର ହୋଇ ଓଲଟିପଡିଛି ଆଇଟିବିପି ଗାଡି । ଭାରସାମ୍ୟ ହରାଇ…
କିପରି କଟିବ ଆଜି ଆପଣଙ୍କ ଦିନ:୨୧/୦୩/୨୦୨୩
ମେଷ:ଶୁଭ ସମାଚାର ପାଇ ଖୁସି ହେବେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜାଗା, ଜମି,…