ଭୁବନେଶ୍ବର,୨/୧୧: ଆଜି ବି ଆରବିଆଇ ଆଗରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍…
Author: The Pragati News
କିପରି କଟିବ ଆଜି ଆପଣଙ୍କ ଦିନ: ୨/୧୧/୨୦୨୩
ମେଷ:ଆଜିର ଦିନ ଆପଣଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ ହେବାକୁ ଯାଉଛି। ବ୍ୟବସାୟ ଉଦ୍ଦେଶ୍ୟରେ ଆପଣ ଏକ ସ୍ୱଳ୍ପ ଦୂରତା ଯାତ୍ରା…
ଭିଜିଲାନ୍ସ ଜାଲରେ ଡିଭିଏଫ କନଷ୍ଟେବଳ
ଭୁବନେଶ୍ୱର,୧/୧୧: ଲାଞ୍ଚ ନେବା ପଡିଲା ମହଙ୍ଗା। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ…
କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ, ୮ମାସର ଥିଲେ ଗର୍ଭବତୀ
ନୂଆଦିଲ୍ଲୀ,୧/୧୧: ମାଲାୟଲମ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି । ଟେଲିଭିଜନର ପ୍ରସିଦ୍ଧ କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୩୫…
କଳାହାଣ୍ଡିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧/୧୧:କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାରେ ଲକ୍ଷ୍ମୀ…
ଆରମ୍ଭ ହେଲା ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ, ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା
ଭୁବନେଶ୍ୱର,୧/୧୧: ଆଜିଠୁ ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । କେନ୍ଦ୍ରାପଡ଼ା ଗହୀରମଥା ଉପକୂଳକୁ ଅଲିଡ୍ ରିଡଲେ କଇଁଛଙ୍କ ଆଗମନ…
ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର
ନୂଆଦିଲ୍ଲୀ,୧/୧୧: ବ୍ୟବସାୟୀକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ୧୯ କେଜି ଏଲପିଜି ଗ୍ୟାସ ଦରରେ ୧୦୩ ଟଙ୍କା ବୃଦ୍ଧି ହୋଇଛି ।…
କିପରି କଟିବ ଆଜି ଆପଣଙ୍କ ଦିନ: ୧/୧୧/୨୦୨୩
ମେଷ ରାଶି: ଆଜିର ଦିନ ଗୋଟିଏ ପରେ ଗୋଟିଏ ଆପଣଙ୍କ ପାଇଁ ଭଲ ଖବର ଆଣିବାକୁ ଯାଉଛି। ଆପଣ ନିଜର ପିଲାଙ୍କ…
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର,୩୧/୧୦: ଆଇପିଏସ୍ ସ୍ତରରେ ଆଜି ଅଦଳବଳ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ…
ଆମ ଓଡ଼ିଶା ନବୀନ ଓଡ଼ିଶା, ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ ମଞ୍ଜୁର ହଲା ୧୭୮ କୋଟି
ଭୁବନେଶ୍ୱର,୩୧/୧୦: ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଝାରସୁଗୁଡା ପରେ ଏବେ ଏହି ଯୋଜନାରେ ବାଲେଶ୍ୱର ଓ ବଲାଙ୍ଗୀର…