ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୀତିନିର୍ଘଣ୍ଟ, ଅପରାହ୍ଣ ୪ଟାରେ ହେବ ରଥଟଣା

ଭୁବନେଶ୍ୱର,୧୫/୦୭: ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଭକ୍ତଙ୍କ ଗହଳିରେ ଉଛୁଳି ପଡ଼ିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ, ଜଗନ୍ନାଥମୟ ଶ୍ରୀକ୍ଷେତ୍ର ପୁରୀ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ସିଂହଦ୍ବାର ଅଭିମୁଖେ ତିନି ଦିବ୍ୟ ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୀତିନିର୍ଘଣ୍ଟ । ଆସନ୍ତାକାଲି ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିବ ପହଣ୍ଡି , ୨ଟାରୁ ୩ଟା ମଧ୍ୟରେ ଛେରାପହଁରା । ଅପରାହ୍ଣ ୪ଟାରେ ହେବ ରଥଟଣା ।  ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଭକ୍ତଙ୍କ ଗହଳିରେ ଉଛୁଳି ପଡ଼ିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ, ଜଗନ୍ନାଥମୟ ଶ୍ରୀକ୍ଷେତ୍ର ପୁରୀ।  ।

Leave a Reply

Your email address will not be published. Required fields are marked *