ବିହାରରେ ଏନ୍‌ଡିଏର ବିପୁଳ ବିଜୟ, ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ କିଛି ଏପରି…..

ନୂଆଦିଲ୍ଲୀ, ୧୪/୧୧: ବିହାରରେ ଏନ୍‌ଡିଏର ବିପୁଳ ବିଜୟ । ବିଜେପିର ବିଶାଳ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି , ବିପୁଳ ବିଜୟ ଅତୁଟ ବିଶ୍ବାସର ପ୍ରତିଫଳିନ । ଏନଡିଏ ଜନତା ଜନାର୍ଦ୍ଧନଙ୍କ ସେବକ । ନୀତିଶ କୁମାରଙ୍କ ପ୍ରଶଂସା କରି ମୋଦୀ କହିଛନ୍ତି ନୀତିସ ଜୀ ବହୁତ ଭଲ ନେତୃତ୍ବ ଦେଇଥିଲେ । ଚିରାଗ ମଧ୍ୟ ଭଲ ଲିଡରସିପ୍‌ ଦେଖାଇଛନ୍ତି । ନୂଆପଡା ଜନତାଙ୍କୁ ମଧ୍ୟ ଧନ୍ୟବାଦ କହିଛନ୍ତି ମୋଦୀ । ମୋଦୀ ବିରୋଧିଙ୍କୁ ତେରଛା ବାଣ ମାରି କହିଛନ୍ତି କିଛି ଦଳ ତୁଷ୍ଟୀକରଣ ରାଜନୀତି କରୁଥିଲେ । MY ଫର୍ମୁଲାରେ କିଛି ଦଳକାମ କରୁଥିଲେ ।  ଶେଷରେ ମୋଦୀ ନିର୍ବାଚନ ଆୟୋଗ, ବିହାର ଜନତା, ସରକ୍ଷାକର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବିହାରର ଲୋକମାନେ ଏକ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି ।